ଚିକିତ୍ସାଧୀନ ଅବସ୍ଥାରେ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ

0

କଟକ: ଦୁଷ୍କର୍ମର ଶିକାର ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳିକାଙ୍କ ମୃତ୍ୟୁ ଘଟିଛି । ନାବାଳିକା ଜଣଙ୍କ ଗତ କିଛି ଦିନ ତଳେ ସାଲେପୁର ଅଞ୍ଚଳର ଉକ୍ତ ନାବାଳିକା ତାଙ୍କର ଜଣେ ସମ୍ପର୍କୀୟ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ । ପରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Leave A Reply