ନ୍ୟାୟ ପାଇଁ ୨ ମାସର ଶିଶୁକୁ ଧରି ଥାନାର ଦ୍ବାରସ୍ଥ ହେଲେ ଗଣଦୁଷ୍କର୍ମ ପୀଡିତା

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଜଣେ ଯୁବତୀ ଗଣଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣଙ୍କ ଜଣେ ମହିଳାଙ୍କ ଘରେ ସହାୟିକା ଭାବେ କାମ କରନ୍ତି। ମାଲିକାଣୀଙ୍କ ପୁଅ ଓ ତା’ ସାଙ୍ଗ ଗତ କିଛି ବର୍ଷ ଧରି ତାଙ୍କ ସହ ଦୁଷ୍କର୍ମ କରିଥିବା ଯୁବତୀ ଜଣ ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ଯୁବତୀ ଜଣଙ୍କ ନିଜର ୨ମାସର ଶିଶୁ କନ୍ୟାକୁ ଧରି ଥାନାର ଦ୍ବାରସ୍ଥ ହୋଇଥିବା ଦେଖିବାକୁ।

Comments
Loading...