୬ଦୁଷ୍କର୍ମୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ

0

କେନ୍ଦୁଝର: କେନ୍ଦୁଝର ଜିଲା ନାବାଳିକା ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ୬ଜଣ ଦୁଷ୍କର୍ମୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଯାଇଛି। ଜେଲ ସହ ୫୦ହଜାର ଟଙ୍କା ଲେଖାଏଁ ଜରିମନା ହୋଇଛି। କେନ୍ଦୁଝର ଏଡିଜେ କୋର୍ଟ ପୋକ୍ସୋ ଆକ୍ଟରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।
୨୦୧୫କେନ୍ଦୁଝର ବଡ଼ବିଲ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ରାସ୍ତାରୁ ଟେକିନେଇ ଦୁର୍ବୃତ୍ତମାନେ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ।

Leave A Reply