ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ୩ ଗିରଫ

ରାଉରକେଲା: କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ଯୁବତୀ ଦୁଷ୍କର୍ମକାରୀଙ୍କ କବଳରୁ ଖସି ପଳାଇ ଥିବା ସୂଚନା ମିଳିଛି। ପୀଡିତାଙ୍କ ପରିବାର ପକ୍ଷରୁ ଏନେଇ କୁଆଁରମୁଣ୍ଡା ଥାନା ଅଗିଯୋଗ ହୋଇଛି। ପୁଲିସ ଅଭିଯୋଗକୁ ଭିତ୍ତି କରି ୩ ଜଣ ଯୁବକଙ୍କୁ ଗିରଫ କରିଛି।

Comments are closed.