ଏହିଦିନ ହେବ ଦୀପିକା-ରଣବୀରଙ୍କ ବିବାହ ଭୋଜି

0

ମୁମ୍ବଇ : ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ହେବାକୁଥିବା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସମସ୍ତ ବଲିଉଡ ଇଣ୍ଡଷ୍ଟ୍ରି ଏହି ବିବାହର ଅପେକ୍ଷାରେ ରହିଛନ୍ତି। ନଭେମ୍ବର ୧୪-୧୫ରେ ଇଟାଲିରେ ଉଭୟଙ୍କର ବିବାହ ହେଉଥିଲାବେଳେ ବିବାହ ଭୋଜି ଭାରତର ଦୁଇଟି ସହରରେ ଆୟୋଜିତ ହେବ। ଖବରଅନୁସାରେ ଏହି କଳାକାରଙ୍କର ଦୁଇଟି ବିବାହ ଭୋଜି ହେବ। ଗୋଟିଏ ଦୀପିକାଙ୍କ ପରିବାର ଏବଂ ତାଙ୍କ ବନ୍ଧୁ ମାନଙ୍କ ପାଇଁ ବାଙ୍ଗାଲୁରୁରେ ହେବାକୁ ଥିବାବେଳେ ଅନ୍ୟଟି ଚଳଚ୍ଚିତ୍ର ବନ୍ଧୁ ମାନଙ୍କ ନିମନ୍ତେ ନଭେମ୍ବର ୨୮ତାରିଖରେ ମୁମ୍ବଇରେ ହେବ।

Leave A Reply