ରାଜ୍ୟସଭାକୁ ମନୋନୀତ ହେଲେ ଦୁଇ ଓଡ଼ିଆ

0

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଟ ପଥର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ। ଓଡ଼ିଶାର ଏହି ଦୁଇ ବ୍ୟକ୍ତିତ୍ୱଙ୍କ ବ୍ୟତୀତ ବିଶିଷ୍ଟ ସ୍ତମ୍ଭକାର ରାକେଶ ସିହ୍ନା ଓ କୃଷକ ନେତା ରାମ ସାକାଲ୍‍ଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି।

Leave A Reply