ଜାନୁଆରୀ ୮ରେ ଚାଷୀଙ୍କ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା

0

ଭୁବନେଶ୍ବର : ଜାନୁଆରୀ ୮ରେ ଚାଷୀଙ୍କ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭର କାର୍ଯ୍ୟକ୍ରମ ରହିଛି। ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଓ ସୁରକ୍ଷା ଭତ୍ତା ଦାବିରେ ଏହି ଧାରଣା ଦିଆଯିବ। ଜାନୁଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଖୋର୍ଦ୍ଧାରେ ଚାଷୀମାନେ ଭେଟି ସ୍ମାରକ ପତ୍ର ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟରେ ସୂଚନା ଦିଆଯାଇଛି।

Leave A Reply