ଆଇପିଏଲ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଝଟକା: ଫିଲଡ଼ିଂ କୋଚ୍ କରୋନା ପଜିଟିଭ୍

ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲ୍ ଆୟୋଜନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଛି ବଡ଼ ଧକ୍କା । ଦଳର ଫିଲଡ଼ିଂ କୋଚ୍ ଦିଶାନ୍ତ ୟାଗ୍ନିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.