ରଜ ସଂକ୍ରାନ୍ତିରେ ଉତ୍ସବ ମୁଖର ସାରା ଓଡ଼ିଶା

ଭୁବନେଶ୍ୱର : ଶନିବାର ଅର୍ଥାତ ଆଜି ହେଉଛି ପବିତ୍ର ରଜ ସଂକ୍ରାନ୍ତି। ସାରା ରାଜ୍ୟରେ ପହିଲି ରଜର ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତିକୁ ମଧ୍ୟ ସଭିଏଁ ବେଶ ଧୂମଧାମରେ ପାଳନ କରୁଛନ୍ତି। ପୁରପଲ୍ଲୀରେ ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ସାଙ୍ଗକୁ ମିଠାର ଆସର ଜମିଛି। କୁଆଁରୀ କନ୍ୟାମାନେ ମିଠାପାନ ଖାଇ ନୂତନ ପୋଷାକ ପିନ୍ଧି , ରଜ ଦୋଳିରେ ଝୁଲି ବେଶ ଆନନ୍ଦଉଲ୍ଲାସରେ ଏହାକୁ ପାଳନ କରୁଛନ୍ତି।

Comments are closed.