ପୁରାତନ କାଳର ରେନ୍-କୋର୍ଟ

0

ବର୍ଷା ହେଲେ ଛତା ଓ ରେନ୍-କୋଟ୍ ପ୍ରମୁଖ ଆବଶ୍ୟକତା ପାଲଟିଥାଏ। ଆଜିକାଲି ବିଭିନ୍ନ ବୟସ ଓ ବର୍ଗର ଲୋକ ରେନ୍-କୋଟ୍ ପିନ୍ଧିବାକୁ ଉଚିତ୍ ମଣୁଛନ୍ତି। ତେବେ ଏଇ ରେନ୍-କୋଟ୍ ତିଆରି ସର୍ବପ୍ରଥମେ ଆଜିକୁ ୧୯୫ ବର୍ଷ ତଳେ ହୋଇଥିଲା। ୧୮୨୩ ଅକ୍ଟୋବର ୧୨ରେ ବିଶ୍ବର ପ୍ରଥମ ରେନ୍-କୋଟ୍ ତିଆରି ହୋଇଥିଲା। ସ୍କଟଲାଣ୍ଡର ଜନୈକ ବିଶେଷଜ୍ଞ ଚାର୍ଲସ୍ ମ୍ୟାକିନ୍‌ଟୋସ୍ ‘ତାର୍ପୁଲିନ୍‌’ ଫ୍ୟାବ୍ରିକ୍‌ରେ ଏଇ ରେନ୍-କୋଟ୍ ତିଆରି କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ବିଶ୍ବର ନାମୀ କମ୍ପାନୀଗୁଡ଼ିକ ବିଭିନ୍ନ ଡିଜାଇନର ରେନ୍-କୋଟ୍ ତିଆରି କରି ବଜାର ପ୍ରବେଶ କରାଇଛନ୍ତି।

Leave A Reply