ଭୁବନେଶ୍ବରରେ ୪୧.୨ ମିଲିମିଟର ବର୍ଷା

ଭୁବନେଶ୍ବର: କାଳ ବୈଶାଖୀ ଓ ଘୁର୍ଣ୍ଣିବଳୟ ଯୋଗୁ ସନ୍ଧ୍ୟାରେ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ବର ରାଜରାସ୍ତା ଜଳାର୍ଣ୍ଣବ ହୋଇଯାଇଥିଲା। ତୁହାକୁ ତୁହା ବର୍ଷା ଓ ପବନ ଯୋଗୁ ଏଠାରେ ବିଶେଷ କିଛି କ୍ଷୟକ୍ଷତି ହୋଇଥିଲା। ଆଜି ଭୁବନେଶ୍ବରେ ୪୧.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Comments are closed.