ରଘୁବାରି ଘାଟି ଧସିଲା: ୪୦ରୁ ଅଧିକ ଗ୍ରାମ ବିଚ୍ଛିନ୍ନ

0

ରାୟଗଡା: ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରି ଘାଟି ଧସି ଯାଇଛି। ଏହା ଫଳରେ ୪୦ରୁ ଅଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସମସ୍ତ ଗ୍ରାମ ବାହ୍ୟ ଜଗତ ଠାରୁ ବିଚ୍ଛିନ୍ନ ହୋଇ ରହିଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଲୋକ ନିଜ ଗ୍ରାମକୁ ମଧ୍ୟ ଯାଇ ପାରୁ ନଥିବାର ଜଣା ପଡିଛି।

Leave A Reply