ଆଜି ପ୍ରବଳ ବର୍ଷିବ; ୧୩ ଜିଲାରେ ସତର୍କ ସୂଚନା

0

କଟକ: କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଶୁକ୍ରବାର ରାଜ୍ୟର ୧୩ ଜିଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ନୂଆପଡା, ବଲାଙ୍ଗୀର, ବରଗଡ, ବଲାଙ୍ଗୀର, ଖୋର୍ଦ୍ଧା, ସୁନ୍ଦରଗଡ, ଦେବଗଡ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମୟୁରଭଞ୍ଜ, ଝାରସୁଗୁଡା ଓ  ବୌଦ୍ଧ ଜିଲାବାସୀଙ୍କୁ ଅପରାହ୍ନ ୧ ଟା ପର୍ୟ୍ୟନ୍ତ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply