ଟ୍ରକ୍ ଉପରେ ବର୍ଷା ପାଣିର ସୁଅ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଇସ୍‌କନ୍‌ ମନ୍ଦିର ସମ୍ମୁଖୀନ ୩ଫୁଟରୁ ଅଧିକ ଉଚ୍ଚର ପାଣିର ସୁଅ ଛୁଟି ଥିବା ବେଳେ ବେହେରା ସାହି ଓ ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ପୁରୁଣା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି। ଆଚାର୍ଯ୍ୟ ବିହାର ସ୍ଥିତ ସାଇନ୍ସ ପାର୍କ ନିକଟରେ ଏକ ଟ୍ରକ୍ ଉପରେ ବର୍ଷା ପାଣି ଚାଲୁଛି। ଟ୍ରକ୍ ଉପରେ ପାଣିର ସୁଅ ଛୁଟି ଥିବା ବେଳେ ଭୁବନେଶ୍ବରରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply