ଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ

ବାଲେଶ୍ବର: ଲିଙ୍ଗ ନିରୂପଣ ଅଭିଯୋଗରେ ବାଲେଶ୍ବର ଜିଲା ସୋରରେ ଥିବା ଦୁଇଟି ନର୍ସିଂହୋମରେ ଚଢାଉ ହୋଇଛି। ଉପଜିଲାପାଳ ଏବଂ ସିଡିଏମଓ ଚଢ଼ାଉ କରି ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ ଜବତ କରାଯାଇଛି। ଏହା ସହ ଉଭୟ ନର୍ସିଂହୋମକୁ ସିଲ୍ କରାଯାଇଛି।

Comments are closed.