୨୬ରେ ଓଡ଼ିଶା ଆସି ନ ପାରନ୍ତି ରାହୁଲ

0

ଭୁବନେଶ୍ବର:  ଆସନ୍ତା ୨୬ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସେ ଓଡ଼ିଶା ଆସିବା ନ ପାରନ୍ତି ବୋଲି ସୂଚନା ମିଳିଛି। ୨୬ ତାରିଖରେ ରାହୁଲଙ୍କ ଓଡ଼ିଶା ଗସ୍ତ ଆଶା କ୍ଷୀଣ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଶନିବାର ସୂଚନା ଦେଇଛନ୍ତି।

Leave A Reply