ବିଶ୍ୱକପର ସଫଳତା କାମନା କଲେ ରାହାଣେ

0

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ସଫଳତା ନେଇ ବଲିଉଡ୍‍ରୁ ଆରମ୍ଭକରି ହକି ଖେଳାଳି ଓ କ୍ରିକେଟରଙ୍କ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି। ଭାରତୀୟ କ୍ରିକେଟ ତାରକା ଅଜିଙ୍କ୍ୟ ରାହାଣେ ଓଡ଼ିଶା ହକି ବିଶ୍ୱକପ୍‍ର ସଫଳତା କାମନା କରିଛନ୍ତି। ଏହାଛଡ଼ା ୨ରୁ ଅନୁଷ୍ଠିତ ହେବାକୁ ଥିବା ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ଯୋଗଦେବା ନେଇ ମଧ୍ୟ ରାହାଣେ ଟ୍ୱିଟ୍‍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି।

Leave A Reply