ରାଫେଲ୍ ବିମାନର ୧୦ ବିଶେଷତ୍ବ

୧ – ଏହା ୩୬ ହଜାର ଫୁଟରୁ ୫୦ ହଜାର ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ଉଡ଼ିବାରେ ସକ୍ଷମ । କେବଳ ଏତିକି ନୁହେଁ, ଏହା ୧ ମିନିଟରେ ୫୦ ହଜାର ଫୁଟରେ ପହଞ୍ଚିବ ।

୨- ଏଥିରେ ଥରେ ଇନ୍ଧନ ଭର୍ତ୍ତି ହେଲେ ୩, ୭୦୦ କିମି ପର୍ଯ୍ୟନ୍ତ ଉଡିପାରିବ ।

୩- ଏହାର ଘଣ୍ଟା ପ୍ରତି ଗତି ୧୯୨୦ କିଲୋମିଟର ।

୪ – ଏହା ୧,୩୧୨ ଫୁଟର ଅତି କ୍ଷୁଦ୍ର ରନୱେରୁ ଉଡ଼ିବାରେ ସକ୍ଷମ ।

୫- ଏହାର ୧୫, ୫୯୦ ଗ୍ୟାଲନ୍ ଇନ୍ଧନ ବହନ କରିବାର କ୍ଷମତା ଅଛି ।

୬- ରାଫେଲ ଆକାଶ ମାର୍ଗରେ ମଧ୍ୟ ମାରାତ୍ମକ କ୍ଷେପଣାସ୍ତ୍ର ପରିବହନ ଓ ନିକ୍ଷେପ କରିବାରେ ସକ୍ଷମ ।

୭- ରାଫେଲ୍ ଏକ ସମୟରେ ୨, ୦୦୦ ସାମୁଦ୍ରିକ ମାଇଲ୍ ପର୍ଯ୍ୟନ୍ତ ଉଡିପାରେ ।

୮- ରାଫେଲ୍ ଆମେରିକୀୟ F-୧୬ ଠାରୁ ୦.୮୨ ଫୁଟ ଉଚ୍ଚ ଅଟେ ।

୯-ରାଫେଲ୍ ଆମେରିକୀୟ F-୧୬ ଠାରୁ ୦.୭୯ ଫୁଟ ଲମ୍ବା ଅଟେ ।

୧୦- ଏହାର ଡେଣାର ଲମ୍ବ  ୧୦.୯୦ ମିଟର, ଜେଟର ଉଚ୍ଚତା ୫.୩୦ ମିଟର ଏବଂ ଲମ୍ବ ୧୫ .୩୦ ମିଟର ।

Comments are closed.