ନାଦାଲଙ୍କୁ ୟୁଏସ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ

0

ନ୍ୟୁୟର୍କ : ସ୍ପେନର ରାଫେଲ ନାଦାଲ ଚଳିତ ବର୍ଷର ୟୁଏସ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଋଷର ଡାନିଲ ମେଦଭେଦେବଙ୍କୁ ୫-୭,୩-୬,୭-୫,୬-୪,୪-୬ ସେଟରେ ପରାସ୍ତ କରି ନିଜ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଦୀର୍ଘ ୫ ଘଣ୍ଟା ଧରି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନାଦାଲ ଏହି ବିଜୟ ହାସଲ କରିଛନ୍ତି ।

Leave A Reply