ମଦ ବିରୋଧୀ ସଚେତନ ରଥ

0

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ଚାଉଳଘୋରି ଗ୍ରାମରୁ ଏକ ସଚେତନତା ଅଭିଯାନ ରଥ ଆରମ୍ଭ ହୋଇଛି । ଗ୍ରାମବାସୀ ଓ ସମାଜସେବୀ ରବିନ୍ଦ୍ର ନାଥ ସେଠୀଙ୍କ ନେର୍ତ୍ତୃତ୍ୱରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ  ଏହି ଅଭିଯାନ ଆରମ୍ଭ ହୋଇଛି । ମୟୁରଭଞ୍ଜ ଜିଲାର ୨୬ଟି ବ୍ଲକରେ ବୁଲିବୁଲି ‘‘ ମଦ ହଟାଅ ଗାଁ ବଞ୍ଛlଅ ” ପ୍ରଚାର କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Leave A Reply