ପିଭି ସିନ୍ଧୁ ଚାମ୍ପିଅନ

ସୟେଦ ମୋଦୀ ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ ଚମ୍ପିଅନ ହେଲେ ପିଭି ସିନ୍ଧୁ। ଫାଇନାଲରେ ମାଳଭିକା ବନସୋଦଙ୍କୁ ୨୧-୧୩, ୨୧-୧୬ରେ ହରାଇଲେ।

Comments are closed.