କେରଳ ବନ୍ୟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କପାଇଁ ଶୋକ ପ୍ରକାଶ କଲେ ଋଷ୍‌ ରାଷ୍ଟ୍ରପତି ପୁତିନ୍‌

0

ନୂଆଦିଲ୍ଲୀ.- କେରଳର ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏ ନେଇ ପୁତିନ୍‌ ଏକ ପତ୍ର ଲେଖିଛନ୍ତି । ଋଷ୍‌ ଏହି  ପ୍ରାକୃତିକ ବାପର୍ଯ୍ୟୟ ପାଇଁ ଦୁଃଖିତ, ଏହି ବନ୍ୟାରେ ଆହତ ଓ ପ୍ରଭାବିତ ହୋଇଥିବା ଲୋକ ଶୀଘ୍ର ସୁସ୍ଥ ଜୀବନ ଓ ବାତବରଣ ଲାଭ  କରିବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply