ପୌଷ ପୂର୍ଣ୍ଣିମାର ମହତ୍ତ୍ୱ, ସ୍ନାନ, ଦାନ ଓ ଶୁଭ ମୁହୂର୍ତ୍ତ

ଜାନୁଆରୀ ୧୦ ଅର୍ଥାତ ଆଜି ହେଉଛି ପୌଷ ପୂର୍ଣ୍ଣିମା। ଧାର୍ମିକ ଶାସ୍ତ୍ର ଅନୁଯାୟୀ, ପୌଷ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ତୀର୍ଥସ୍ଥାନରେ ସ୍ନାନ କରିବା ଓ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ପୌଷ ପୂର୍ଣ୍ଣିମାର ମହତ୍ତ୍ୱ, ସ୍ନାନ, ଦାନ ଓ ଶୁଭ ମୁହୂର୍ତ୍ତ ….
ପୂର୍ଣ୍ଣିମାର ୧୦ ଜାନୁଆରୀ ରାତି ୨.୩୦ ରୁ ଆରମ୍ଭ ।
୧୧ ଜାନୁଆରୀ ୧୨.୧୦ ରାତି ରେ ସମାପ୍ତ।
ସ୍ନାନ, ଦାନ , ପୂଜା –
୧୦ ଜାନୁଆରୀ ସାରା ଦିନ।
ପୂର୍ଣ୍ଣିମାରେ ସ୍ନାନର ବିଧି –
ପୌଷ ପୂର୍ଣ୍ଣିମା ଦିନ ସୂର୍ଯୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରନ୍ତୁ।
ଯଦି ଆପଣ ସ୍ନାନ କରିବାକୁ କୌଣସି ତୀର୍ଥ ସ୍ଥାନକୁ ଯାଇ ପାରୁ ନାହାନ୍ତି, ତେବେ ସ୍ନାନ ଜଳରେ ଗଙ୍ଗାଜଳ ମିଶାଇ ମଧ୍ୟ ସ୍ନାନ କରିପାରିବେ।
ଏହି ଦିନ ଅସହାୟଙ୍କୁ ଦାନ କରିବା ଦ୍ୱାରା ଜୀବନର ବହୁ ସମସ୍ୟା ଦୂର ହୋଇଥାଏ। ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ । ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

Comments are closed.