ଡାକ୍ତରଙ୍କ ଉପରେ ପୁରୀ ପୁଲିସର ଆକ୍ରମଣ ଭିଡ଼ିଓ ଭାଇରାଲ

ପୁରୀ : ପୁରୀ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ କାର୍ଯ୍ୟରତ ଇଏନଟି ବିଶେଷଜ୍ଞ ଡାକ୍ତର ଆର.କେ. ଘଡେ଼ଇଙ୍କ ଉପରେ ପୁଲିସର ଆକ୍ରମଣ ଅଭିଯୋଗ । ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବନ ପାଇଁ ଓମସା ପକ୍ଷରୁ ଦାବି ।

Comments are closed.