ସେବକଙ୍କୁ ଗିରଫ ପ୍ରତିବାଦରେ ବିମାନ ବଡୁ ନୀତି ବନ୍ଦ

0

ପୁରୀ: ସୋମବାର ଶ୍ରୀମନ୍ଦରରେ ଶ୍ରୀଜିଉଙ୍କ ବିମାନ ବଡୁ ନୀତି ବନ୍ଦ ରହିଛି । ଗତ ୩ ତାରିଖରେ ଧାଡି ଦର୍ଶନକୁ ନେଇ ପୁରୀରେ ଘଟିଥିବା ହିଂସାକାଣ୍ଡରେ ପୁଲିସ ୨ ଜଣ ବିମାନ ବଡୁ ସେବାୟତଙ୍କୁ ଗିରଫ କରିଥିଲା । ଏହାର ପ୍ରତିବାଦରେ ଆଜି ସୋବାୟତମାନେ ଆନ୍ଦୋଳନ କରିଛନ୍ତି । ଫଳରେ ବିମାନ ବଡୁ ନୀତି ବନ୍ଦ ରହିଛି ।

Leave A Reply