ବିଳମ୍ବିତ ରାତିରେ ଗଛରେ ପିଟିହେଲା କାର୍‌ – ଚାଳକଙ୍କ ସହ କାର୍ ମାଲିକ ମୃତ

ପୁରୀ: ପୁରୀ-ସାତପଡ଼ା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡ୍ରାଇଭର ସମେତ ଦୁଇଜଣଙ୍କର  ମୃତ ହୋଇଥିବା ସୂଚନା। ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁ କୁ ଫେରୁଥିବା ବେଳେ ନାଗା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ଗଛରେ ପିଟି ହୋଇଯାଇଥିଲା।

 

ସେଥିରେ ଥିବା ଡ୍ରାଇଭର ଏବଂ କାର୍‌ ମାଲିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments are closed.