୩୩ ଚକ ନିର୍ମାଣ ଶେଷ

ପୁରୀ : ଶ୍ରୀକ୍ଷେତ୍ରରେ ନିର୍ମାଣ ଚାଲିଥିବା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୩ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ସେଥିରୁ ତାଳଧ୍ୱଜ ରଥର ୧୧, ନନ୍ଦିଘୋଷ ରଥର ୧୨ ଓ ଦେବଦଳନ ରଥର ୧୦ଟି ଚକ ରହିଥିବା ଜଣାପଡ଼ିଛି। ଆଜିଠାରୁ ଦଣ୍ଡା ଓ ନାହାକା କାମ ଆରମ୍ଭ ହୋଇଛି। ୧୯୪ ଜଣ ମହାରଣା ଓ ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Comments are closed.