ପୁରୀରେ ଭାରତୀୟ ଜନତା ପାର୍ଟିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ପୁରୀ : ଆଜି ପୁରୀରେ ଭାରତୀୟ ଜନତା ପାର୍ଟିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।  ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ଦଳ ନେତା ଜୟ ନାରାୟନ ମିଶ୍ର, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରି ମଞ୍ଚରେ ଉପସ୍ଥିତ ଅଛନ୍ତି। ଏହାସହ  ରାଜ୍ୟର ୩୫୦ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି।

Comments are closed.