ପୁରୀରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ ସୁରକ୍ଷା ଦିବସ ପାଳିତ

ପୁରୀ : ଆଜି ପୁରୀରେ ଆନ୍ତର୍ଜାତୀୟ ବେଳାଭୂମି ସଫେଇ (ସାଗର ତଟ) ସୁରକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ସ୍କୁଲ ଓ କଲେଜର ୫ ସହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହାସହ ଜିଲ୍ଲାପାଳ ସମର୍ଥ ବର୍ମା କାର୍ୟକ୍ରମ ଉଦଘାଟନ କରିଛନ୍ତି। ପେଣ୍ଠକଟା ଠାରୁ କୋକୋପମ୍ ପର୍ୟ୍ୟନ୍ତ ବେଳାଭୂମି ସଫେଇ କରାଯାଉଛି।

Comments are closed.