୮ଲୁଟେରା ଗିରଫ, ଅଳଙ୍କାର ଜବତ

ପୁରୀ : ପୁରୀ ପୁଲିସ ସୋମବାର ୮ଜଣ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ କରି ସେମାନଙ୍କ ଠାରୁ ମୋବାଇଲ ସମେତ ଅନେକ ସୁନା ଓ ରୂପା ଅଳଙ୍କାର ଜବତ କରିଛି।

Comments are closed.