ମହାପ୍ରଭୁଙ୍କ ପଇତାଲାଗି ନୀତି ; ଆସନ୍ତା ସୋମବାର ୪ ଘଣ୍ଟା ଠାରୁ ଦର୍ଶନ ବନ୍ଦ

ପୁରୀ : ଆସନ୍ତା ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ଅପରାହ୍ନ ୪ ଘଣ୍ଟା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Comments are closed.