ପୁରୀରେ ବିଜେପି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପୁରୀ : ପୁରୀରେ ବିଜେପି ମଣ୍ଡଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ସିଂହଦ୍ଵାର ଓ ଶରଧାବାଲି ମଣ୍ଡଳର ଶତାଧିକ ବିଜେପି କର୍ମୀ ଯୋଗ ଦେଇଛନ୍ତି। ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର , ଉପ ସଭାପତି ପ୍ରଭାତୀ ପରିଡ଼ା, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବରିଷ୍ଠ ନେତା କୃଷ୍ଣ ଜଗଦେବ ମଞ୍ଚରେ ଉପସ୍ଥିତ ଅଛନ୍ତି।

Comments
Loading...