ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ହୋପ ଇଜ ଲାଇଫ ଅନୁଷ୍ଠାନ ତରଫରୁ ସଫେଇ କାର୍ଯ୍ୟକ୍ରମ

ପୁରୀ : ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ହୋପ ଇଜ ଲାଇଫ ଅନୁଷ୍ଠାନ ତରଫରୁ ପୁରୀ ପିକେଆରଆଇଟି (PKRIT ) ଶିବ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସଂଘମିତ୍ରା ସାହୁ, ମନୀଷା ପାହାଡ଼ି,ଲାଷ୍ମୀପ୍ରୟା ବାରିକ, ନିରଂଜନ ବେହେରା, ମନୋଜ ମହାନ୍ତି, ଆଶିଷ ଦାସ,ଶତ୍ରୁଘ୍ନ ପୁହଣ, ରାଜା ରେଡି, ଅରକ୍ଷିତ ବେହେରା, ସନ୍ତୋଷ ପାଢ଼ୀ, ହରୀକୃଷ ରେଡି, ଦୀପକ ରାଉତରାୟ, ଅଭିଷେକ ବେହେରା, ଗିରିଶ ନନ୍ଦ, ଗଦାଧର ସାହୁ, ମାନସ ମହାନ୍ତି, ଦିନଭଞ୍ଜନ ପଣ୍ଡା, ସୁରେଶ ନନ୍ଦ,ରାମ ଚନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ। କରୋନା ମାର୍ଚ୍ଚ ମାସରୁ ବନ୍ଦ ଥିବା ସଫେଇ କାର୍ଯ୍ୟକ୍ରମ ପୁଣି ଥରେ ହୋପ ଇଜ ଲାଇଫ ତରଫରୁ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମ ପୁରୀ ସହରରେ ସାମାଜିକ ଦୂରତା ରକ୍ଷା କରି ଚାଲିବ।

Comments are closed.