ଆଜି ପୁରୀ ସହରରେ ଲାଗୁ ହେବ ନାହିଁ ସଟ ଡ଼ାଉନ ନିୟମ

ପୁରୀ : ପୁରୀ ସହରରେ ଆଜି ସଟ ଡ଼ାଉନ ନିୟମ ଲାଗୁ ହେବ ନାହିଁ। ଗତକାଲି ୧୪୪ ଧାରା ଜାରି କରାଯାଇଥିବାରୁ ମ୍ୟୁନିସିପାଲିଟି ମଧ୍ୟରେ ଥିବା ସମସ୍ତ ଥାନା ଅଧିକାରୀ ମାନଙ୍କୁ ଆଜି ସହରରେ ସଟ ଡ଼ାଉନ ନିୟମ ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଗ୍ରାମାଚଳରେ ଏହି ସଟ ଡ଼ାଉନ ନିୟମ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ଆଦେଶ ଅନୁଯାୟୀ ଲାଗୁ ରହିବ।

Comments are closed.