ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଚତୁଃପାର୍ଶ୍ଵର ସୌନ୍ଦର୍ୟ୍ୟକରଣ ପାଇଁ ୭୫ ମିଟରରେ ପୁଣି ଉଚ୍ଛେଦ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆଜି ଖଜାପତି ଅଞ୍ଚଳର ବାଲିସାହିରେ ଥିବା ନୃସିଂହଆଚାରୀ ମଠର ଉଚ୍ଛେଦ କରାଯାଇଛି। । ୧୦ ରୁ ଅଧିକ ଦୋକାନ ସହ ୨ଟି ବାସଗୃହର ମଧ୍ୟ  ଉଚ୍ଛେଦ କରାଯାଉଛି। ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହୋଇଛି। ପ୍ରଶାସନ ପକ୍ଷରୁ ସମସ୍ତ ପରିବାରକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।

Comments are closed.