ରଥ ଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକ

ପୁରୀ: ରଥ ଯାତ୍ରା ପ୍ରଥମ ସମନ୍ଵୟ କମିଟି ବୈଠକ ପୁରୀ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅଧ୍ୟକ୍ଷତା କରିଥିବା ବେଳେ ପୁରୀ ବିଧାୟକ, ଜିଲ୍ଲାପାଳ, ଏସପି, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି, ସଂସ୍କୃତି ନିର୍ଦ୍ଦେଶକ ଓ ସୂଚନା ଲୋକ ସମ୍ପର୍କ ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ରହିଛନ୍ତି ।

Comments are closed.