ଶ୍ରୀମନ୍ଦିରେ ଗରମ ଡାଲି ପଡ଼ି ବୋଝିଆ ଆହତ

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରେ ଏକ ଅଘଟଣ ଘଟିଛି।  ଗରମ ଡାଲି ପଡ଼ି ଜଣେ ବୋଝିଆ ଆହତ ହୋଇଛନ୍ତି। । ତାଙ୍କ ନାମ ବିଶ୍ଵନାଥ ବେହେରା ଏବଂ ଘର ପୁରୀ ମିଶ୍ର ସାହିରେ ବୋଲି ଜଣା ପଡିଛି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଭୋଗ ମଣ୍ଡପ ଘରୁ ମହାପ୍ରସାଦ ନେଇ ଆନନ୍ଦ ବଜାର ଯିବା ବେଳେ ଡାଲି  ପଡିଯିବାରୁ ଅଘଟଣ ଘଟିଛି।

Comments are closed.