ଫଣିର ଫଣାରେ ପୁରୀ, ୧୭୫ କିଲୋମିଟର ବେଗରେ ବହିଲା ପବନ

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ (ଫନି) ଫଣିର ଫଣା ମଧ୍ୟରେ ରହିଛି ପୁରୀ ସହର । ଫଣି ପ୍ରଭାବେରେ ପ୍ରବଳ ବେଗରେ ପବନ ବହୁଛି । ବାତ୍ୟାର ଆଖି ଉପକୂଳର ନିକଟବର୍ତ୍ତୀ ହେବା ସହ ପବନ ବେଗ ବଢି ଚାଲିଛି। ପୁରୀରେ ପବନର ବେହ ୧୭୫ କିଲୋମିଟରରେ ପହଞ୍ଚିଛି । ଅନେକ ଗଛ ଉପୁଡି ପଡିବା ସହ କିଛି ଉଠା ଦୋକନ ଓ କ୍ୟାବିନ ପବନ ପ୍ରଭାବରେ ଓଲଟି ପଡିଛି ।

Comments are closed.