ଶ୍ରୀମନ୍ଦିର ହୁଣ୍ଡିରୁ ଆୟ

ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ସୋମବାର ୩ଲକ୍ଷ ୪୩ହଜାର ୬୯୮ ଟଙ୍କା ଆୟ ହୋଇଛି । ସେହିପରି ୬୦୦ ମି.ଗ୍ରା ସୁନା ମିଳିଥିବା ବେଳେ  ୧୩.୨୦୦ ମି.ଗ୍ରା  ରୂପା ମିଳିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.