ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ

0


ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି କାରଣରୁ ଗୁରୁବାର ଶ୍ରୀଜିଉଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ୪ଟା ୩୦ ରୁ ୮ଟା ୩୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ନୀତି ଯୋଗୁ ଏହି ୪ ଘଣ୍ଟା ଦର୍ଶନ ବନ୍ଦ ରହିବା କାରଣରୁ ଶ୍ରଦ୍ଧାଳୁମାନେ ଏହି ସମୟରେ ଦର୍ଶନ କରିପାରିବେ ନାହିଁ।ଶ୍ରୀମନ୍ଦିରର ଅନେକ ନୀତିକାନ୍ତି ମଧ୍ୟରୁ ବନକଲାଗି ଗୋଟିଏ ନୀତି।

Leave A Reply