ପୁରୀ ହିଂସାକାଣ୍ଡ: ଜଣେ ଗିରଫ

0

ପୁରୀ : ପୁରୀବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ଟାଉନ ଥାନା ପୁଲିସ ମଙ୍ଗଳବାର ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତାଙ୍କ ନାମ ଅର୍ଜୁନ ପୃଷ୍ଟି (୨୫) ଘର ରାମଜୀମଠ ଲେନ୍‍ରେ। ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଏବଂ ଭଙ୍ଗାରୁଜା ଅଭିଯୋଗରେ ତାଙ୍କ ବିରୋଧରେ ପୁଲିସ ମୋକଦ୍ଦମା ରୁଜୁ କରିଛି। ଅର୍ଜୁନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସବ୍‍ଡିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟ ତାଙ୍କୁ ବିଚାର ବିଭାଗୀୟ ଜେଲ୍‍ ହାଜତକୁ ପଠାଇଛନ୍ତି।

Leave A Reply