୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ : ଦୁଇ ଜଣ ଛଦ୍ମବେଶୀ ସେବାୟତ ଆଜି(ଶୁକ୍ରବାର) ଧରାପଡିଛନ୍ତି। ଏମାନେ ମଙ୍ଗଳ ଆଳତି ବେଳେ ପାଟ ପିନ୍ଧି ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିର ଭିତରେ ପ୍ରବେଶ କରିଥିବାବେଳେ ଧରାପଡିଥିଲେ। ଉଭୟଙ୍କୁ ଚିହ୍ନଟ କରି ସେବାୟତମାନେ ପୁଲିସକୁ ଖବର ଦେଇଥିଲେ। ଏହି ଦୁଇ ଜଣଙ୍କୁ କୁମ୍ଭାପଡ଼ା ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।

Comments are closed.