ପୂଜା ଓ ଉପାସନା ପାଇଁ ଘରେ ଲଗାନ୍ତୁ ଏହି ଫଟୋ !

0

ଆମେ ଘରେ ବିଭିନ୍ନ ପ୍ରକାର ଫଟୋ ଲାଗାଇଥାଉ । ଏହାର ପ୍ରଭାବ ମନ ଓ ଗ୍ରହ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ପୂଜା ବା ଉପସନା ଘରେ କେଉଁ ଫଟୋ ଲଗାଇବା ଉଚିତ୍ ।

ଘରେ ପୂଜା ବା ଉପସନା ଦେବୀ, ଦେବତାଙ୍କ ଓ ନିଜ ଗୁରୁଙ୍କ ଫଟୋ ଲଗାନ୍ତୁ। ଫଟୋଟି ସ୍ପଷ୍ଟ ଓ ସଫା ହୋଇଥିବା ନିହାତି ଆବଶ୍ୟକ ।

ଏହି ଫଟୋ ଗୁଡିକୁ ପୂଜା ସ୍ଥାନ ବା କାର୍ଯ୍ୟ ସ୍ଥଳରେ ଲଗାନ୍ତୁ ।

ଆମ ଆଖି ସଳଖ ଉଚ୍ଚାରେ ଫଟୋ ଗୁଡିକୁ ଲଗାଇବା ଉଚିତ୍ ।

ଏକା ସାଙ୍ଗରେ ବହୁତ ଫଟୋ ପୂଜା ପାଇଁ ଲଗାନ୍ତୁ ନାହିଁ ।

ଫଟୋର ରଙ୍ଗ ବା ଆକୃତି ଖରାପ ହୋଇଥିଲେ ତାହାକୁ ବଦଳାଇ ଦିଅନ୍ତୁ ।

Leave A Reply