ଭୂମିରେ ସିଧାସଳଖ ରଖନ୍ତୁ ନାହିଁ ଏହିସବୁ ଜିନିଷ

ପୂଜାର୍ଚ୍ଚନାରେ ବ୍ୟବହାର ହେଉଥିବା ପ୍ରତ୍ୟେକ ସାମଗ୍ରୀ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ଅଟେ। ଶାସ୍ତ୍ର ଅନୁଯାୟୀ ଏହି ବ୍ୟବହୃତ ସାମଗ୍ରୀକୁ ସିଧାସଳଖ ଭୂମି ଉପରେ ରଖିବା ଉଚିତ ନୁହେଁ। ଅର୍ଥାତ ବିନା ଆସନରେ ଏହାକୁ ଭୂମିରେ ରଖନ୍ତୁ ନାହିଁ। ସିଧାସଳଖ ଭୂମି ଉପରେ ରଖିବା ଦ୍ୱାରା ସେହି ସମସ୍ତ ଦ୍ରବ୍ୟ ଗୁଡ଼ିକ ସୁପ୍ରଭାବ କମ ହୋଇଥାଏ। ଜାଣନ୍ତୁ କେଉଁ ଦ୍ରବ୍ୟକୁ ସିଧାସଳଖ ଭୂମି ଉପରେ ରଖିବେ ନାହିଁ….
ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ
ଶିବଲିଙ୍ଗ
ଶଙ୍ଖ
ଦୀପ
କର୍ପୂର
ସୁନା
ଚନ୍ଦନ

Comments are closed.