୭ ଦଫା ଦାବିରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘର ଅନଶନ

0

ଭବାନୀପାଟଣା: କଳାହାଣ୍ଡି ଜିଲାରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ସଂଘ ପକ୍ଷରୁ ଗଣ ଅନଶନ କରାଯାଇଛି। ଗାନ୍ଧୀ ଜୟନ୍ତୀ ଅବସରରେ ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ୭ ଦଫା ଦାବିରେ ସଂଘର ସଦସ୍ୟମାନେ ଅନଶନ କରିଛନ୍ତି। ଶିକ୍ଷକଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଏହି ଅନଶନ ଦିଆଯାଇଛି।

Leave A Reply