କୃଷି ଆଇନ ବାତିଲ୍ ଦାବୀରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ବୟ ସମିତିର ବିକ୍ଷୋଭ

ରେଙ୍ଗାଲି: କୃଷି ଆଇନ୍ ବାତିଲ୍ କରିବା ଏବଂ ସଂଶୋଧିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ବାତିଲ୍ କରିବା ଦାବୀରେ ଆଜି ଅଖିଳ ଭାରତୀୟ କୃଷକ ସଂଘର୍ଷ ସମିତି/ସିପିଆଇ ପକ୍ଷରୁ ରେଙ୍ଗାଲି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିପିଆଇ(ଏମ୍) ନେତା ଭି.ରାମାରାଓ, ଈଶ୍ବର ନାଏକ ପ୍ରମୁଖ ଏହାର ନେତୃତ୍ବ ନେଇଥିଲେ। ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି।

Comments are closed.