ଜେଲରେ ଆଜୀବନ କଏଦୀଙ୍କ ମୃତ୍ୟୁ

0

ବୌଦ୍ଧ : ବୌଦ୍ଧ ସବଜେଲରେ ଗୁରୁବାର ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ କାମପାଳ ଖମାରି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୁଇଟି ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିଲେ। ହେଲେ ସୁପ୍ରିମକୋର୍ଟ ତାଙ୍କୁ ଫାଶୀ ଦଣ୍ଡରୁ ଆଜୀବନ ଦଣ୍ଡକୁ କୋହଳ କରିଥିଲେ। କାମପାଳଙ୍କ ଘର ସୁବର୍ଣ୍ଣପୁର ଜିଲା ବିରମହରାଜପୁର ଥାନା ଅନ୍ତର୍ଗତ ଗୋଧନେଶ୍ବର ଠାରେ ବୋଲି ଜଣାପଡ଼ିଛି।

Leave A Reply