ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

0

ଭୁବନେଶ୍ୱର : ଚାଷ ଓ ଚାଷୀ ସମ୍ପର୍କିତ ପ୍ରସଙ୍ଗକୁ ନେଇ ସୋମବାର ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ ହୋଇଛି। ଚାଷ ଓ ଚାଷୀ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟକୁ ବିଜେଡ଼ି ଏହି ପ୍ରେସ ମିଟରେ ଉପସ୍ଥାପନା କରିଛି।

Leave A Reply