ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି  

 

ଭୁବନେଶ୍ଵର : ତିନି ଦିନିଆ ଓଡ଼ିଶା ଗସ୍ତ ଶେଷକରି ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ  ପରିବାର ସଦସ୍ୟ ସନ୍ଧ୍ୟାରେ ଦିଲ୍ଲୀ ଫେରିଛନ୍ତି। ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ଅଭୟ ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।

Comments are closed.