ଅପରାହ୍ଣ ୪ଟା ମୁଖ୍ୟ ଖବର

ଭୁବନେଶ୍ୱର : ବନ୍ୟପ୍ରାଣୀଙ୍କ ଦ୍ୱାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ..

ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୬ ଲକ୍ଷ ଟଙ୍କା..

ଆସନ୍ତା ୯ରେ ବାତ୍ୟା! .. ଓଡିଶା ପାଇଁ ସତର୍କ ସୂଚନା ନାହିଁ – ଆଇଏମଡି ଡିଜି..

ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ବିଜେଡିରେ ଯୋଗଦାନ..

ନୂଆଦିଲ୍ଲୀ : ୨୪ ଘଣ୍ଟାରେ ଦେଶରେ ଆଉ ୩,୭୨୦ ଆକ୍ରାନ୍ତ ଚିହ୍ନଟ.. ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୧୭୭କୁ ବୃଦ୍ଧି..

ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ..

ରାଜ୍ୟରେ ୪ ରୁ ୫ ଦିନ ବିଭିନ୍ନ ଜିଲାରେ କାଳବୈଶାଖୀ ସମ୍ଭାବନା..

ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ପକ୍ଷରୁ ଆଜି ସୂଚନା ମିଳିଛି..

Comments are closed.